Jump to content

ପଚିବା

ଉଇକିଅଭିଧାନ‌ରୁ

ପଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ପଚା(ଚେ)ଇବା—ଣିଜନ୍ତ]

ଦେଶଜ - କ୍ରି. (ସଂସ୍କୃତ - ପଚ୍ ଧାତୁ)[ସମ୍ପାଦନା]

ସଢ଼ିବା; ପର୍ଯ୍ୟୁଷିତ ହେବା — To rot; to purtrefy.