ପଚିଶି
Appearance
ପଚିଶି
ଉଚ୍ଚାରଣ
[ସମ୍ପାଦନା][ପଞ୍ଚିଶି—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ପଞ୍ଚବିଂଶ, ପ୍ରା. ପଚୀସ)
[ସମ୍ପାଦନା]- ୨୫. — ୨୫; Twentyfive.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଉଡ଼ିଖେଳରେ ୫ଟି ଯାକ କଉଡ଼ି ଚିତ୍ ହୋଇ ପଡ଼ିବା ସାର —The number or value assigned to ୫ cowries being thrown with the ventral side up a in a game of cowries.