Jump to content

ପଚିଶି

ଉଇକିଅଭିଧାନ‌ରୁ

ପଚିଶି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ପଞ୍ଚିଶି—ଅନ୍ୟରୂପ]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ପଞ୍ଚବିଂଶ, ପ୍ରା. ପଚୀସ)[ସମ୍ପାଦନା]

୨୫. — ୨୫; Twentyfive.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କଉଡ଼ିଖେଳରେ ୫ଟି ଯାକ କଉଡ଼ି ଚିତ୍ ହୋଇ ପଡ଼ିବା ସାର —The number or value assigned to ୫ cowries being thrown with the ventral side up a in a game of cowries.