ପଞ୍ଚକନ୍ୟା

ଉଇକିଅଭିଧାନ‌ରୁ

ପଞ୍ଚକନ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଦ୍ୱିଗୁ; ପଞ୍ଚ+କନ୍ୟା)[ସମ୍ପାଦନା]

ଗୌତମପତ୍ନୀ ଅହଲ୍ୟା, ପାଣ୍ଡବପତ୍ନୀ ଦ୍ରୋପଦୀ, ବାଳୀପତ୍ନୀ ତାରା, ପଣ୍ଡୁ— ପତ୍ନୀ କୁନ୍ତୀ ଓ ରାବଣପତ୍ନୀ ମନ୍ଦୋଦରୀ —Name of ୫ woman named in Hindu mythology as ever virgins.

[ଦ୍ରଷ୍ଟବ୍ୟ —ପ୍ରତିଦିନ ସକାଳେ ପଞ୍ଚକନ୍ୟାଙ୍କ ନାମ ସ୍ମରଣ କଲେ ମନୁଷ୍ୟର ପାତକ ନାଶ ହୁଏ ଏ ପାଞ୍ଚଜଣଯାକ ଏକାଧିକ ସ୍ୱାମୀଙ୍କ ଭୋଗ୍ୟା ହୋଇଥିଲେହେଁ ଏମାନଙ୍କର ସତୀତ୍ୱ ନଷ୍ଟ ହୋଇ ନ ଥିଲା ବୋଲି ପୁରାଣରେ କଥିତ]