ପଞ୍ଚପଲ୍ଲବ ଲାଗି

ଉଇକିଅଭିଧାନ‌ରୁ

ପଞ୍ଚପଲ୍ଲବ ଲାଗି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଦିନ ପୁରୀ ଶ୍ରୀଜଗନ୍ନାଥଙ୍କ ଉପରେ ୫ ଗୋଟି ଗଛର ପତ୍ର ଅର୍ପଣ କରିବାର ଉତ୍ସବବିଶେଷ —A ceremony of putting the leaves of ୫ trees on the idol Jagannātha of Purī on the bright ୫th day of Māgha.