ପଞ୍ଚାକ୍ଷର

ଉଇକିଅଭିଧାନ‌ରୁ

ପଞ୍ଚାକ୍ଷର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(ପଞ୍ଚାକ୍ଷରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପଞ୍ଚ+ ଅକ୍ଷର)[ସମ୍ପାଦନା]

ପାଞ୍ଚଟି ଅକ୍ଷରଯୁକ୍ତ (ମନ୍ତ୍ର) —(a mantra) Consisting of ୫ letters.

[ଦ୍ରଷ୍ଟବ୍ୟ —ଶିବ ପଞ୍ଚାକ୍ଷର ମନ୍ତ୍ରଃ—ନମଃ ଶିବାୟ, ବିଷ୍ଣୁ ପଞ୍ଚାକ୍ଷର— ବିଷ୍ଣବେ ନମଃ]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପଞ୍ଚ ଅକ୍ଷରବିଶିଷ୍ଟ ପ୍ରତିଷ୍ଠା ନାମକ ବୃତ୍ତ (ହିନ୍ଦୀ - ଶ) — ୧. Name of a Sanscrit metrie.
୨. ଶିବ ପଞ୍ଚାକ୍ଷର ମନ୍ତ୍ରଃ; ନମଃ ଶିବାୟ — ୨. A formula of Ṡiba consisting of ୫ letters.