ପଞ୍ଚାନନ ମେଳା

ଉଇକିଅଭିଧାନ‌ରୁ

ପଞ୍ଚାନନ ମେଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ପଞ୍ଚଅଣାର ବା ପାଞ୍ଚ ପଇସାରେ ୫ଟି ଜିନିସ (ଯଥା—ଗଞ୍ଜେଇ, ପାଚିଲାକଦଳୀ, ପାନ, ଗୁଆ ଓ ତେଲ) ମହାବେଦଙ୍କୁ ଭୋଗ କରିବା ଉତ୍ସବବିଶେଷ —A festival of offering ୫ articles (ganja, ripe, plantain, betel, areca nut and oil) each worht five pice or five annas to God Ṡiba.

[ଦ୍ରଷ୍ଟବ୍ୟ —କଟକ ଜିଲ୍ଲାର କେତେକ ସ୍ଥାନରେ ତ୍ରିନାଥ ମେଳା ହେବା ପରି ଏ ମେଳାରେ ତେଲ ତକ ଦୀପରେ ଜଳା ଯାଏ, ସମବେତ ଭକ୍ତମାନେ ଗଞ୍ଜେଇକୁ ଧୁଆଁ ଖାଆନ୍ତି ଶେଷରେ କଦଳୀ, ପାନ ଓ ଗୁଆ ଖାଆନ୍ତି ଓ ଏ ମେଳା ବିଷୟକ ରଚିତ ଗୀତ ବୋଲନ୍ତି]