Jump to content

ପଞ୍ଚୁଆ ଫତୁରି

ଉଇକିଅଭିଧାନ‌ରୁ

ପଞ୍ଚୁଆ ଫତୁରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଇଂରାଜୀ ସରକାରଙ୍କ ବିପକ୍ଷରେ ୧୮୧୮: ସାଲରେ ଘଟିଥିବା ଖୋରଧା ବାଣପୁରର ପାଇକ ବିଦ୍ରୋହ —The name of the rising of the Pāikas of Khurda (in Puri district) in the year ୧୮୧୮.

[ଦ୍ରଷ୍ଟବ୍ୟ —'ପଞ୍ଚୁ' ନାମକ ଜଣେ ବ୍ୟକ୍ତି ଏହାର ନେତା ଥିବାରୁ ଏହାର ଏପରି ନାମ ହୋଇଅଛି]