Jump to content

ପଞ୍ଜାବି

ଉଇକିଅଭିଧାନ‌ରୁ

ପଞ୍ଜାବି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପଞ୍ଜାବ ଦେଶୀୟ — ୧. Pertaining to the Panjab.
୨. ପଞ୍ଜାବ ଦେଶବାସୀ — ୨. Inhabiting the Panjab.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଞ୍ଜାବ ଦେଶବାସୀ —୧. A Panjabese.
୨. ଫରଚାମୁହାଁ ଆସ୍ତୀନ୍ (ହାତ) ଓ ବେକ ପାଖେ ବୋତାମ ଥିବା ଏକପ୍ରକାର କୁର୍ତ୍ତା —୨. A kind of coat with wide sleeves.