ପଞ୍ଜି

ଉଇକିଅଭିଧାନ‌ରୁ

ପଞ୍ଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

(ପଞ୍ଜିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପିନ୍‌ଜ ଧାତୁ = ସଂପୃକ୍ତ ହେବା+ଇ. ଈ)[ସମ୍ପାଦନା]

୧. ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପାଞ୍ଚାଙ୍ଗ ପଞ୍ଜିକା —୧. Calendar; almanac.
୨. ହିସାବ ଖାତା —୨. Account book.
୩. ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ —୩. Commentary explaining and analysing every word.
୪. ତୁଳନା ବଳଣା —୪. A roll of carded cotton.
୫. ପ୍ରସ୍ତାବନା —୫. Prologue.
୬. ବାକରଣର ବୃତ୍ତିଗ୍ରନ୍ଥ ବିଶେଷ — ୬. A grammatical commentry.