Jump to content

ପଞ୍ଜୁରି

ଉଇକିଅଭିଧାନ‌ରୁ

ପଞ୍ଜୁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଞ୍ଜର)[ସମ୍ପାଦନା]

୧. ଆବଦ୍ଧ ପକ୍ଷୀ ରହିବାର ଆଧାର; ପିଞ୍ଜରା —୧. Cage.
୨. ଅଟା ସଙ୍ଗେ ଚିନି ଓ ଧନିଆ ପ୍ରଭୃତି ମସଲାର ଚୂର୍ଣ୍ଣ ମିଶାଯାଇ ପ୍ରସ୍ତୁତ ହୋଇଥିବା ଏକପ୍ରକାର ଖାଦ୍ୟ — ୨. A kind of powder made of coriander seeds and suger pounded together.


ଦ୍ର—ଏହା ପଶ୍ଚିମା ବାବାଜୀମାନେ ହରିଜନ୍ମାଷ୍ଟମୀ ଓ ସତ୍ୟ— ନାରାୟଣ ପୂଜା ସମୟରେ ଠାକୁରଙ୍କୁ ଭୋଗ କରନ୍ତି ଅଟାକୁ ଘିଅରେ ଭାଜି ତହିଁରେ ଧନିଆଁ, ଚିନି, ଶୁଣ୍ଠି, ଜିରାର ଚୂନା ମିଶାଇ ଏହା କରାଯାଏ ଏହା ଉତ୍ତର ପଶ୍ଚିମ ଭାରତରେ ପ୍ରସୂତା ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ତିଆରି ହୁଏ ଓ ଭାର ବେଭାର ଆଦିରେ ମଧ୍ୟ ପଠାଯାଏ ହିନ୍ଦୀ - ଶବ୍ଦସାଗର ]