ପଟୁଆର

ଉଇକିଅଭିଧାନ‌ରୁ

ପଟୁଆର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପଟୁଆରି, ପଟୋଆର, ପଟୋଆରିଅନ୍ୟରୂପ

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନୃତ୍ୟ ବାଦ୍ୟାଦିସହ ଶୋଭାଯାତ୍ରା — ୧. Ceremnonial procession attended with music and dancing.

(ଯଥା—ଓଳକଣା ମେଲଣକୁ ଯିବା ସମୟରେ ଭଦ୍ରେଶ୍ୱରଙ୍କର ପଟୁଆର ସମସ୍ତଙ୍କର ଚିତ୍ତ ହରଣ କରେ)

୨. ପଟୁଆରରେ ଯାଉଥିବା ଲୋକେ; ପାଇକଦଳ — ୨. Retinue accompanying a procession.

ପଟୁଆରଟ ରହି ଅଛନ୍ତି ପାଇକେ ଫରି ଖଣ୍ଡା ଧରିଣି ଯାଉଛନ୍ତି ଥୋକେ କୃଷ୍ଣସିଂହ. ମହାଭାରତ ଆଦି

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଚନ୍ଦନଯାତ୍ରାରେ ଚାପରୁ ଜଗନ୍ନାଥଙ୍କ ବିଜେ— ପ୍ରତିମା ମଦନମୋହନ ବିମାନରେ ଫେରି ଆସିଲାବେଳେ ସ୍ଥାନେ ସ୍ଥାନେ ରହି ରହି ପାର୍ଶ୍ୱସ୍ଥ ଘରର ପିଣ୍ଡାରେ ଦିଆଯିବା ଭୋଗ ଗ୍ରହଣ କରି ଧୀରେ ଧୀରେ ଗତି କରିବାବେଳେ ନୃତ୍ୟ, ଗୀତ, କୀର୍ତ୍ତନ ଆଦି ହେଉଥିବା ଶୋଭାଯାତ୍ରା —The very slwly marching procession of the idol Madanamohana (of Puri) While returning from the boat during the Chandanaj̄ātrā festival.