ପଟୋଳ

ଉଇକିଅଭିଧାନ‌ରୁ

ପଟୋଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ପାଟି ଧାତୁ—ଉତ୍ପାଟନ କରିବା; ଦୀପ୍ତି ପାଇବା+କର୍ତ୍ତୃ ଓଳ; ଏହା ଶାରୀରିକ ଦୋଷମାନଙ୍କୁ ପତ୍ପାଟନ କରେ)— କୁଷ୍ମାଣ୍ଡାଦି ବର୍ଗର ଫଳ ଶାକ ବିଶେଷ — A kind of edible kitchen fruit of a creeper, Trichosanthes Dioeca.

[ ଦ୍ର—ପୁଂ. ଓ ସ୍ତ୍ରୀ ଗଛ ପୃଥକ; ଫୁଲ ଧଳା; ପତ୍ର ପିତା; ଫଳ ମଧ୍ୟ ତିକ୍ତ, କୃଷି ଯୋଗେ ସ୍ୱାଦ ବିଶିଷ୍ଟ ହୁଏ; ଏହାର ପତ୍ର ଓ ଲତା ଔଷଧରେ ବ୍ୟବହୃତ ହୁଏ; ଏହା ଜ୍ୱରଘ୍ନ ଏହା କଟୁ ତିକ୍ତି ମଧୁର ରସ, ଉଷ୍ଣବୀର୍ଯ୍ୟ, ଲଘୁପାକ, ଅଗ୍ନି ବର୍ଦ୍ଧକ, ସ୍ନିଗ୍ଧ, ସାରକ, ପାଚକ, ରୁଚିକର, ଶୁତ୍ର ବର୍ଦ୍ଧକ ଏବଂ କଫ, ପିତ୍ତ, କଣ୍ଡୁ. କୁଷ୍ଠ. ଜ୍ୱର, ଦାହ, କାଶ, କୃମି, ରକ୍ତି ଓ ତ୍ରିଦୋଷର ଉପକାରକ ପଟୋଳର ପତ୍ର ପିତ୍ତ ନାଶକ ଏବଂ ମୂଳ ବିରେଚକ]

ଦେଶଜ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଛଚିନ୍ଦା; ସାପୁଆ —Snake gourd.