Jump to content

ପଟ୍ନି

ଉଇକିଅଭିଧାନ‌ରୁ

ପଟ୍ନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଫଲି (ଦେଖ) - ୧. Phali (See)
୨. ଆଟୁ ବା ଢବା ଘରର ଛାତରେ ପକାଯିବା ରୁଅ, ଯହିଁ ଉପରେ ମାଟି ବା ଟାଇଲି ଦିଆଯାଏ —୨. The beams or rafters of a two-thatched house, on which tiles are fixed.
୩. ଆଡ଼ି କାଠ (ଦେଖ) - —୩. Āṟḍ̠i kāṭha (See)