Jump to content

ପଠାଇବା

ଉଇକିଅଭିଧାନ‌ରୁ

ପଠାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପ୍ର+ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ)

[ସମ୍ପାଦନା]
୧. ପ୍ରେରଣ କରିବା —୧. To send.
୨. ଅନ୍ୟଦ୍ୱାରା ପ୍ରେରଣ କରାଇବା — ୨. To cause to be sent.