Jump to content

ପଡ଼ାଇବା

ଉଇକିଅଭିଧାନ‌ରୁ

ପଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ପରାଇବା,ପରେଇବା,ଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ପତ୍ ଧାତୁ ଣିଚ୍=ପାତି ଧାତୁ)[ସମ୍ପାଦନା]

୧. ପକାଇବା —୧. To fell.
୨. ଅନ୍ୟଦ୍ୱାରା ଫଳ ତୋଳାଇବା — ୨. To have the fruits plucked from trees by others.
୩. ଅନ୍ୟଦ୍ୱାରା ଶଯ୍ୟାଦି ପକାଇବା — ୩. To have the bedding laid by another

ପେଷିଣ ଆଳୀଆଳି ଚନ୍ଦ୍ରନିଶରେ ତହିଁ ଶଯ୍ୟାକୁ ପଡ଼ାଇବା ଭଞ୍ଜ. ପ୍ରେମସୁଧାନିଧି