ପଡ଼ି
ଦେଖଣା
ପଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ ଧାତୁ)
[ସମ୍ପାଦନା]- ୧. କୌଣସି ଲୋକର ଭରଣପୋଷଣାର୍ଥ ଦିଆଯିବା ଦୈନିକ ଖଞ୍ଜା ଧାନ୍ୟ ବା ଖାଦ୍ୟସାମଗ୍ରୀ —୧. Daily quota of paddy or provisions supplied for the maintenance of a person; a dole; a daily ration.
- ୨. ଗୀତରେ ଶେଷରେ ବୋଲାଯିବା ଅନ୍ୟ ରାଗାତ୍ମକ ପଦ — ୨. The diverted refrain of a song.
- ୩. ଏକ ଜଣର ଉପଯୁକ୍ତ ଖାଦ୍ୟ ତଣ୍ଡୁଳାଦି; ସଞ୍ଜା — ୩. Victuals sufficient for one person.
ତା ପଡ଼ି ତୋର କୋଠୁଁ ଦେଉ ଅକର୍ମ ଦାନୀ ତୁ ବୋଲାଉ ଭୂପତି. ପ୍ରେମପଞ୍ଚାମୃତ
ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ)ବି
[ସମ୍ପାଦନା]ପରି (ଦେଖ) - Pari (see)