Jump to content

ପଡ଼ି ଉଠି ଧାଇଁବା

ଉଇକିଅଭିଧାନ‌ରୁ

ପଡ଼ି ଉଠି ଧାଇଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବାଧା ବିପଦକୁ ନ ଗଣି ଅତିଶୟ ବ୍ୟଗ୍ର ହୋଇ ଖୁବ୍ ବେଗରେ ଗତି କରିବା —To run very quickly by ignoring all the difficulties.