ପଡ଼େଇବା
ଦେଖଣା
ପଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପରାଇବା,ପରେଇବା,ଅନ୍ୟରୂପ
ଦେଶଜ - କ୍ରି. (ସଂସ୍କୃତ - ପତ୍ ଧାତୁ ଣିଚ୍=ପାତି ଧାତୁ)
[ସମ୍ପାଦନା]- ୧. ପକାଇବା —୧. To fell.
- ୨. ଅନ୍ୟଦ୍ୱାରା ଫଳ ତୋଳାଇବା — ୨. To have the fruits plucked from trees by others.
- ୩. ଅନ୍ୟଦ୍ୱାରା ଶଯ୍ୟାଦି ପକାଇବା — ୩. To have the bedding laid by another
ପେଷିଣ ଆଳୀଆଳି ଚନ୍ଦ୍ରନିଶରେ ତହିଁ ଶଯ୍ୟାକୁ ପଡ଼ାଇବା ଭଞ୍ଜ. ପ୍ରେମସୁଧାନିଧି
ପଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ପଢ଼ିବାର ଣିଜନ୍ତ ରୂପ)—ଅଧ୍ୟାପନା କରିବା —୧. Causative of Paṟḍ̠ẖibā To teach.
- ୨. ପରାମର୍ଶ ଦେବା —୨. To advise.
ବନ ଭାବନ ଭାବନା ଏକାକରେ ଭଲା ପଢ଼ାଇଛି ଜଟଧାରୀ ଗୋ ବାମାଏ ଭଞ୍ଜ. ବୈଦେହୀଶବିଳାସ