ପଢ଼ିଆରୀ
ଦେଖଣା
ପଢ଼ିଆରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରତିହାରୀ)
[ସମ୍ପାଦନା]- ୧. ଦ୍ୱାରୀ; ଦ୍ୱାରରକ୍ଷକ — ୧. Door-keeper.
- ୨. ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବକବିଶେଷ — ୨. A class of servants of the idol Jagannātha at Puri.
[ଦ୍ରଷ୍ଟବ୍ୟ —ଏମାନେ ଦେଉଳରେ ଡ଼ାକରା ହାକରା (ଅର୍ଦ୍ଦଳି କାମ) କରନ୍ତି ଓ ଦେଉଳରେ ଚାବି ଖୋଲି ସେବକମାନଙ୍କୁ ସ୍ୱ ସ୍ୱ କାର୍ଯ୍ୟ କରିବା ପାଇଁ ଡାକନ୍ତି]
- ୩. ରାଜାଙ୍କ ଅନ୍ତଃପୁରରୁ ଖବର ନେବା ଆଣିବା କରିବା ଭୃତ୍ୟ — ୩. A servant or ordely of a Raja's harem.
- ୪. କେତେକ ବ୍ରାହ୍ମଣଙ୍କର ଉପାଧି —୪. The family-title of certain Brāhmaṇas.