ପଢ଼ିଆରୀ

ଉଇକିଅଭିଧାନ‌ରୁ

ପଢ଼ିଆରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରତିହାରୀ)[ସମ୍ପାଦନା]

୧. ଦ୍ୱାରୀ; ଦ୍ୱାରରକ୍ଷକ — ୧. Door-keeper.
୨. ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବକବିଶେଷ — ୨. A class of servants of the idol Jagannātha at Puri.

[ଦ୍ରଷ୍ଟବ୍ୟ —ଏମାନେ ଦେଉଳରେ ଡ଼ାକରା ହାକରା (ଅର୍ଦ୍ଦଳି କାମ) କରନ୍ତି ଓ ଦେଉଳରେ ଚାବି ଖୋଲି ସେବକମାନଙ୍କୁ ସ୍ୱ ସ୍ୱ କାର୍ଯ୍ୟ କରିବା ପାଇଁ ଡାକନ୍ତି]

୩. ରାଜାଙ୍କ ଅନ୍ତଃପୁରରୁ ଖବର ନେବା ଆଣିବା କରିବା ଭୃତ୍ୟ — ୩. A servant or ordely of a Raja's harem.
୪. କେତେକ ବ୍ରାହ୍ମଣଙ୍କର ଉପାଧି —୪. The family-title of certain Brāhmaṇas.