ପଣସ କୋଷା ମାଳ

ଉଇକିଅଭିଧାନ‌ରୁ

ପଣସ କୋଷା ମାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଚମ୍ପାଫୁଲର ଫାଖୁଡ଼ା ମାନଙ୍କୁ ଆଗ ଆଡ଼ୁ ଚିପି ଦେଇ ପଣସ— ଫୁଟ ପରିକରି ତହିଁରେ ଗୁନ୍ଥା ଯାଇଥିବା ଫୁଲମାଳ —A garland made by stringing Champaka flowers the ends of which are pressed to resemble the capsules of a ripe jack fruit.