ପଣସ ଖୋଷା
ଦେଖଣା
ପଣସ ଖୋଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଣସ ଖୋଷା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପନସ+କୋଷ)
[ସମ୍ପାଦନା]- ୧. ଯେଉଁ ସୁସ୍ୱାଦୁ ଖୋଳ ମଧ୍ୟରେ ପଣସ ମଞ୍ଜି ଥାଏ —୧. The juicy capsules enclosing the seeds of the jack fruit.
- ୨. ଚିନି ଓ ଅଟାରେ ପ୍ରସ୍ତୁତ ଏକପ୍ରକାର ମିଠେଇ —୨. A kind of sweetmeat made of sugar & flour.