Jump to content

ପଣିବା

ଉଇକିଅଭିଧାନ‌ରୁ

ପଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା)[ସମ୍ପାଦନା]

୧. କୁଟିବା ନିମନ୍ତେ କୌଣସି ବସ୍ତୁକୁ ଢିଙ୍କିମୁଣ୍ଡାରେ ସଜ୍ଜିତ କରିବା ବା ଭରିବା — ୧. To put or push in a thing for pounding into the pounding hole of a Ḍhiṅki.
୨. ଢିଙ୍କି ଗାତରେ କୁଟିବା ଦ୍ରବ୍ୟ ପୂରାଇବା ପରି ବହୁ ପରିମାଣରେ କୌଣସି ଖାଦ୍ୟକୁ ମୁଖଗହ୍ୱରକୁ ନିକ୍ଷେପ କରିବା ଓ ତାହା ଗିଳିବା —୨. To gulp in large quantities; to put large quantities of food into the mouth voraciously; to swallow greedily or voraciously.
୩. ବିଧାଆଦିଦ୍ୱାରା ଉପର୍ଯ୍ୟୁପରି ବହୁ ପ୍ରହାର କରିବା — ୪. To administer a volley of fists or strokes.
୪. କୁଟିବା —୪. To pound.
୫. କୌଣସି ବସ୍ତୁକୁ ପଣ ପଣ କରି ଗଣିବା —୫. To count things by groups of one paṇa or ୮୦
୬. ବହୁତଗୁଡ଼ାଏ କଥା ଉପର୍ଯ୍ୟୁପରି କହିବା; ନହଳିବା — ୬. To bable forth a volley of words.
୭. କୌଣସି ସ୍ଥାନରେ କୌଣସି ବସ୍ତୁ ବହୁ ପରିମାଣରେ ଭରିବା —୭. To fill up a place with any thing.
୮. କୌଣସି ସ୍ଥାନରେ କୌଣସି ବସ୍ତୁ ବହୁ ପରିମାଣରେ ଯୋଗାଇବା —୮. To supply anything abundantly at a place.