ପତନି
ଦେଖଣା
ପତନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟନ)
[ସମ୍ପାଦନା]- ୧. ଲୁଗା — ୧. Cloth.
- ୨. ସରୁ ଲୁଗା —୨. Fine cloth.
ପୁଅକୁ ପିନ୍ଧାଏ ପାଟାଁପତନି ଝିଅକୁ ପିନ୍ଧାଏ ନେତ ଧୋଓରେ ବାୟା ଧୋ ଗୀତ
- ୩. (ସଂସ୍କୃତ - ପତ୍ନୀ)—ଭାର୍ଯ୍ୟା —୩. Wife.
- ୪. (ସଂସ୍କୃତ - ପତ୍ତନ) ବଙ୍ଗ ଦେଶର ଏକ ପ୍ରକାର ମଧ୍ୟସ୍ୱତ୍ତ୍ୱ ପତ୍ତନି — ୪. An under tenure in Bengal.
[ ଦ୍ର—ପତନିର ଅଧୀନ ମଧ୍ୟସ୍ୱତ୍ୱକୁ ଦରପତନୀ ଓ ଦରପତନୀର ଅଧୀନ ମଧ୍ୟସ୍ୱତ୍ୱକୁ ସେ—ପତନୀ ବୋଲାଯାଏ ]
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]- ୫. (ସଂସ୍କୃତ - ପତନ) ବେଙ୍ଗଳା ପଡ଼ିବା ପରେ ମେରି ଚାରିପାଖରେ ବିସ୍ତୃତ ହୋଇ ପଡ଼ିଥିବା କୁଟା ବା ପାଳ —୫. Crushed straw lying scattered round the central threshing post.