ପତି
ଦେଖଣା
ପତି
ଉଚ୍ଚାରଣ
[ସମ୍ପାଦନା](ପତ୍ନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ପା ଧାତୁ= ରକ୍ଷା କରିବା+କର୍ତ୍ତ. ଅତି)
[ସମ୍ପାଦନା]- ୧. ପାଳକ; ରକ୍ଷକ —୧. Protector; preserver.
- ୨. ପ୍ରଭୂ; ମାଲିକ —୨. Lord; master.
- ୩. ଭର୍ତ୍ତା; ସ୍ୱାମୀ —୩. Husband.
- ୪. ନାୟକ; ନେତ୍ରୀ; ଚାଳକ —୪. Leader; guide.
- ୫. ଦ୍ରବ୍ୟାଦିର ଅଧିକାରୀ —୫. Owner; possessor.
- ୬. ରାଜା —୬. King; sovereign.
କହଇ କୃଷ୍ଣସିଂହ ଧରାକୋଟ ପତ କୃଷ୍ଣସିଂହ, ମହାଭାରତ. ବନ
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର)
ଗଞ୍ଚେଇ ଗଛର ପତ୍ର — ୨. The leaves of Cannabis Sativa.
- ୩. (ସଂସ୍କୃତ - ପତ୍ରୀ) ବ୍ରାହ୍ମଣଙ୍କ ଉପାଧିବିଶେଷ — ୩. Family title of some Brāhmaṇs.
ଯଥା—କୁଣ୍ଡି ନାହିଁ, ବାଡ଼ି ନାହିଁ ଶଙ୍ଖତ୍ରାସ ପତି
- ୪. (ଜାତି ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ; ଜାତିପତି)— ସମାଜ —୪. Society.
(ଯଥା—ସେ ମଦ ଖାଇ ଜାତିରୁ ଗଲା ପତିରୁ ଗଲା)
ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷଣ -
[ସମ୍ପାଦନା]ପତିତ —Fallen.
ଲୁଚିଲେ ବ୍ରତତୀତତି ଅନ୍ତରେ ସୁମତି ମତିଛନ୍ନ ଲଭ ବିଶେଷ୍ୟ - କପତ୍ତିପତି ହେ ଜଳଧର ଭଞ୍ଜ, ପ୍ରେମସୁଧାନିଧି
ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଅଭିମନ୍ତ୍ରିତ ଜଡ଼ି — A kind of charm.
[ଦ୍ରଷ୍ଟବ୍ୟ —ଶ୍ୱେତ ଅପରାଜିତା ପତ୍ରକୁ ଅଭିମନ୍ତ୍ରିତ କରି ବାଘର ଖୋଜକୁ ଉଣ୍ଡି, ଅକ୍ଷତ ଖୋଜ ଚିହ୍ନ ଉପରେ ଉକ୍ତ ପତ୍ରକୁ ପକାଇଲେ, ବାଘ ସେହି ବାଟେ ଫେରି ଆସେ ଓ ଶିକାରୀ ସେହି ବାଟକୁ ଜଗି ରହି ବାଘକୁ ମାରେ]