Jump to content

ପତିଆଲା

ଉଇକିଅଭିଧାନ‌ରୁ

ପତିଆଲା

ଉଚ୍ଚାରଣ

[ସମ୍ପାଦନା]

(ପଟିଆଲା—ଅନ୍ୟନାମ)

  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍ତର ଭାରତର ରାଜପୁତ ରାଜ୍ୟବିଶେଷ — Patiala, name of a Rajput state in N. India.

[ଦ୍ରଷ୍ଟବ୍ୟ —ଏ ରାଜବଂଶ ସଙ୍ଗେ ଅଧୁନା ଉତ୍କଳର ଢେଙ୍କାନାଳ ଓ ଷଢ଼େଇକଳା ରାଜବଂଶମାନଙ୍କର ବୈବାହିକ ସମ୍ୱନ୍ଧ ସ୍ଥାପିତ ହୋଇଅଛି]