Jump to content

ପତିନିବୃତ୍ତ

ଉଇକିଅଭିଧାନ‌ରୁ

ପତିନିବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିନିବର୍ତ୍ତନ, ପ୍ରତିନିବୃତ୍ତ—ବି)

ସଂସ୍କୃତ - ବିଶେଷଣ - (ପ୍ରତି=ଲକ୍ଷ୍ୟରୁ+ନିବୃତ୍ତ୍)

[ସମ୍ପାଦନା]
୧. ପ୍ରତ୍ୟାଗତ; ଫେରି ଆସିଥିବା — ୧. Come back; returned.
୨. ବିରତ; କ୍ଷାନ୍ତ —୨. Desisting from; returned. away from; withdrawing from (one's aim).