ପତ୍ନୀ

ଉଇକିଅଭିଧାନ‌ରୁ

ପତ୍ନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପତି+ସ୍ତ୍ରୀ. ଈ)[ସମ୍ପାଦନା]

ଆପଣାର ବିବାହିତା ସ୍ତ୍ରୀ; ଭାର୍ଯ୍ୟା; ସହଧର୍ମଣୀ —One's married wief; spouse.

(ପତ୍ନୀ ଅନ୍ୟ ସଂସ୍କୃତ - ନାମ—ଜାୟା, ଭାର୍ଯ୍ୟା,ଦାୟିତା,କଳତ୍ର, ବଧୁ, ସହଧର୍ମିଣୀ, ଦାରା, ଦାର, ଗୃହିଣୀ, ପାଣିଗୃହିତା, କ୍ଷେତ୍ର, ଜନି,ଗୃହ ହିନ୍ଦୀ - ଶଦ୍ଦସାଗର ]