ପଥିକ
ଦେଖଣା
ପଥିକ
ଉଚ୍ଚାରଣ
[ସମ୍ପାଦନା](ପଥିଜା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ. (ସଂସ୍କୃତ - ପଥିନ୍=ପଥ+ଗତ୍ୟର୍ଥରେ. କ)
[ସମ୍ପାଦନା]- ୧. ପଥଭ୍ରମଣକାରୀ —୧. Wayfaring; travelling.
- ୨. ଗୃହଠାରୁ ବହୁଦୂରସ୍ଥ ବିଦେଶବାସୀ; ପ୍ରବାସୀ — ୨. Sojourning.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପାନ୍ଥ; ବାଟୋଇ —୧. Traveller; way- farer.
- ୨. ବିଦେଶବାସୀ ବ୍ୟକ୍ତି; ପ୍ରବାସୀ —୨. Sojourner.
- ୩. ପଥଦର୍ଶକ —A guide (M.W.)