ପଦ୍ଧତି

ଉଇକିଅଭିଧାନ‌ରୁ

ପଦ୍ଧତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ)[ସମ୍ପାଦନା]

୧. ପଥ —୧. Road; path.
୨. ଲଙ୍ଗଳ; ଶଗଡ଼ ବା ମନୁଷ୍ୟ ଯାଇ ଥିବା ଯୋଗୁଁ ଭୂମିରେ ପଡ଼ି ଥିବା ଚିହ୍ନ —୨. Trace; track.
୩. ବିଧି; ନିୟମ —୩. Rule; system.
୪. ପ୍ରଣାଳୀ —୪. Method; mode.
୫. ଶ୍ରେଣୀ; ଧାଡ଼ି, ପଂକ୍ତି —୫. Row.
୬. ଉପାଧି; ପଦବୀ —୬. Title; rank.
୭. ରେଖା —୭. Line.
୮. ପ୍ରବାହ —୮. Flow; current.
୯. ଆଚାର; ରୀତି —୯. Custom; practice.
୧. ଆଚାରନିର୍ଣ୍ଣାୟକ ଗ୍ରନ୍ଥ; ଯେଉଁ ଗ୍ରନ୍ଥରେ ବିଭିନ୍ନ ବେଦ ଅନୁସାରେ ଲିଖିତ ଭିନ୍ନ ଭିନ୍ନ ଗୃହ୍ୟ ସୂତ୍ରମାନଙ୍କୁ ବିଶଦଭାବରେ ବୁଝାଇ ଦିଆ ଯାଇଥାଏ —୧୦. A guide book or a manual laying down rituals or ceremonials of different Bedas.
୧୧. କାର୍ଯ୍ୟ ପ୍ରଣାଳୀ (ହିନ୍ଦୀ - ଶ) — ୧୧. Mode or method of work.