ପନାସି
ଦେଖଣା
ପନାସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଣ୍ୟାନ୍ଧା, ପଣଧା ଓ ପଣ୍ୟଧା)
[ସମ୍ପାଦନା]ମଧ୍ୟଭାରତ ଓ ଗଡ଼ଜାତରେ ଜନ୍ମିବା ଏକ ପ୍ରକାର ଘାସ; ସବାଇ — A kind of grass with which ropes are made; Pollindium Augustifolium; Ischaemum Augustfolium.
[ଦ୍ରଷ୍ଟବ୍ୟ —ଏହା ଧାନ୍ୟାଦି ବର୍ଗର ଦୀର୍ଘାୟୁଃ ଆରଣ୍ୟ ଘାସ ଏହାର ପତ୍ର ଲମ୍ୱରେ ୧/?/ ବା ୨ ହାତ ବଢ଼େ ଉତ୍ତର ଭାରତ, ମଧ୍ୟ— ପ୍ରଦେଶ ଓ ଓଡ଼ିଶା ଗଡ଼ଜାତର ଜଙ୍ଗଲରେ, ପାହାଡ଼ିଆ ଓ ଶୁଖିଲା ଭୂମିରେ ଏ ଘାସ ଜନ୍ମେ ଏ ଘାସକୁ ବଳି ଦଉଡ଼ି କରାଯାଏ ଏହି ଘାସକୁ କୁଟି ତହିଁରୁ କାଗଜ ମଧ୍ୟ ପ୍ରସ୍ତୁତ ହୁଏ କାଗଜପାଇଁ ଓଡ଼ିଶା ଗଡ଼ଜାତରୁ ଏ ଘାସର ବହୁତ ରପ୍ତାନି ହେଉଅଛି ]