ପନ୍ତା

ଉଇକିଅଭିଧାନ‌ରୁ

ପନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ -[ସମ୍ପାଦନା]

୧. (ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ପଂକ୍ତି; ତୁଳ. ହିନ୍ଦୀ - ପାତି) ପଂକ୍ତି; ଧାଡ଼ି —୧. Row.
୨. (ନୀଳଗିରି) ବି—ହାକା; ବହୁଲୋକ ମିଳି ଶିକାରୀନିକଟକୁ ବନ୍ୟଜନ୍ତୁମାନଙ୍କୁ ଘଉଡ଼ାଇ ଆଣିବା କର୍ମ —୨. A beat or driving of beasts to a hunter.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତର)[ସମ୍ପାଦନା]

ପଡ଼ିଆ; ବୃକ୍ଷାଦିହୀନ ପ୍ରଶସ୍ତକ୍ଷେତ୍ର — Prairie; an extensive open field.