ପନ୍ଦର
ଦେଖଣା
ପନ୍ଦର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ ସଂସ୍କୃତ - ପଞ୍ଚଦଶ; ପ୍ରା. ପଣରହ ପାଲୀ. ପଣ୍ଣରହ)
[ସମ୍ପାଦନା]ପଞ୍ଚଦଶ —୧୫; fifteen.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଜ୍ର —Thunderbolt.
ମନ୍ଦର ବେନି ମୋ ଘରରେ ଥିବାରୁ ପନ୍ଦର ପଡ଼ିଲା ଶିରେ— ଭଞ୍ଜ. ଲାବଣ୍ୟନିଧି
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁ ପୁରାଣୋକ୍ତ ପର୍ବତବିଶେଷ — Name of a mythological mountain. (M.W.)