ପନ୍ଦର

ଉଇକିଅଭିଧାନ‌ରୁ

ପନ୍ଦର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ ସଂସ୍କୃତ - ପଞ୍ଚଦଶ; ପ୍ରା. ପଣରହ ପାଲୀ. ପଣ୍ଣରହ)[ସମ୍ପାଦନା]

ପଞ୍ଚଦଶ —୧୫; fifteen.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବଜ୍ର —Thunderbolt.

ମନ୍ଦର ବେନି ମୋ ଘରରେ ଥିବାରୁ ପନ୍ଦର ପଡ଼ିଲା ଶିରେ— ଭଞ୍ଜ. ଲାବଣ୍ୟନିଧି

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବିଷ୍ଣୁ ପୁରାଣୋକ୍ତ ପର୍ବତବିଶେଷ — Name of a mythological mountain. (M.W.)