ପନ୍ଦାଡ଼

ଉଇକିଅଭିଧାନ‌ରୁ

ପନ୍ଦାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପନ୍ଦଡ଼ା (ରା), ପନ୍ଦାଡ଼ିଆଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପନ୍ତାଡ଼ (ଦେଖ) - ୧. Pantāṟḍ̠a (See)
୨. ଘରର ହାତିଅନ୍ଧ ତଳେ ଥିବା ପାଆ— ଭାଗ ବା ପିଣ୍ଡାର ଶେଷଭାଗ — ୨. The end of the veranda under the gable of a thatched house.
୩. ଘରର ଚାଳର ଗୋଟିଏ ପାଖ — ୩. One half of the thatch of a house.
୪. ଘରର ଓଳି —୪. Eaves of a thatch.
୫. ଓଳିତଳ —୫. The ground below the eaves of a thatched house.