ପପୟା
ଦେଖଣା
ପପୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପପୟା
|
(ପପେୟା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନବ୍ୟ ସଂସ୍କୃତ - ନାମ—ପପୀତା. ପପୋତା)
[ସମ୍ପାଦନା]ଅମୃତଭଣ୍ଡା (ଗଛ ଓ ଫଳ) — The Papaya; Caricia Papya (tree); Papaw (fruit).
[ଦ୍ରଷ୍ଟବ୍ୟ — ଏହା ଆମେରିକାର ଗଛ ପ୍ରାୟ ୪ ବର୍ଷ ପୂର୍ବେ ପର୍ତ୍ତୃଗୀଜ୍— ମାନେ ଏହାକୁ ଏ ଦେଶକୁ ଆଣି— ଥିଲେ ଓ ବର୍ତ୍ତମାନ ଏହା ଭାରତର ସର୍ବତ୍ର କୃଷିଦ୍ୱାରା ଉତ୍ପାଦିତ ହେଉଅଛି ଏହା ୨ ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ଏହାର ପତ୍ରର ଡେମ୍ଫ ଲମ୍ୱା; ପତ୍ର ଗବପତ୍ରାକୃତି ଏହି ଗଛର ଗଣ୍ଡି ଓ ପତ୍ରର ଡେମ୍ଫ ଫମ୍ଫା ଅଣ୍ଡିରା ଓ ମାଈଗଛ ଅଲଗା ଏହାର ଫଳ କଦଳୀଭଣ୍ଡାକୃତି ଏହା ପାଚିଲେ ସୁସ୍ୱାଦୁ ଓ ଜୀର୍ଣ୍ଣକର କଞ୍ଚାଫଳ ତରକାରୀରେ ବ୍ୟବହୃତ ହୁଏ ]