ପବିତ

ଉଇକିଅଭିଧାନ‌ରୁ

ପବିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପୂ ଧାତୁ+ କର୍ମ. ତ)[ସମ୍ପାଦନା]

୧. ପୂତ — ୧. Sacred.
୨. ପରିଶୋଧିତ —୨. Purified.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଯଜ୍ଞୋପବୀତ; ପଇତା — ୧. The sacred thread.
୨. ଗୋଲମରିଚ —୨. Black pepper.