Jump to content

ପବିତ୍ରା

ଉଇକିଅଭିଧାନ‌ରୁ

ପବିତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପବିତ୍ର+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ତୁଳସୀ — ୧. Tuḻasī (plant and leaf); the Holy Basil.
୨. ହରିଦ୍ରା; ହଳଦୀ —୨. Turmeric.
୩. ନଦୀବିଶେଷ —୩. Name of a river.
୪. ଶ୍ରାବଣ ଶୁକ୍ଳ ଏକାଦଶୀ (ହିନ୍ଦୀ - ଶବ୍ଦସାଗର) — ୪. The eleventh day of the bright lunar fortnight of Ṡrābaṇa.
୫. ଅଶ୍ୱତ୍ଥ (ହିନ୍ଦୀ - ଶବ୍ଦସାଗର) — ୫. The religious fig tree.