ପର

ଉଇକିଅଭିଧାନ‌ରୁ

ପର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ପୃ ଧାତୁ=ପାଳନ କରିବା+କରଣେ ଅ)[ସମ୍ପାଦନା]

୧. ଅପର; ଅନ୍ୟ —୧. Other; another.
୨. ଅନାତ୍ମୀୟ; ନିଃସମ୍ପର୍କୀୟ — ୨. Foreign; strange; unconnected.
୩. ଭିନ୍ନ; ପୃଥକ୍ —୩. Separate; different.
୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ) ନିଷ୍ଠ; ପରାୟଣ; ଆସକ୍ତ — ୪. Attached to; devoted to; absorbed in.
୫. ଉତ୍ତମ —୫. Good.
୬. ପରମ; ପ୍ରଧାନ; ଶ୍ରେଷ୍ଠ — ୬. Principal; chief; supreme.
୭. ଦୂରବର୍ତ୍ତୀ —୭. Distant.
୮. ପରବର୍ତ୍ତୀ; ଭବିଷ୍ୟତ୍ —୮. Succeeding; future.

ସଂସ୍କୃତ - ସର୍ବନାମ[ସମ୍ପାଦନା]

୧. ଅନ୍ୟ ବ୍ୟକ୍ତି; ଅପର ଲୋକ — ୧. Another person.
୨. ନିଃସମ୍ପର୍କୀୟ ବା ଅନାତ୍ମୀୟ ବ୍ୟକ୍ତି — ୨. Outsider; stranger.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଶତ୍ରୁ —୧. Enemy.
୨. ନିର୍ବାଣ; ମୁକ୍ତି —୨. Salvation; deliverance; beatitude.
୩. ପରମାତ୍ମା; ପରଂବ୍ରହ୍ମ —୩. God; the Universal Soul.
୪. ବ୍ରହ୍ମାଙ୍କର ଆୟୂସ୍ଥାଳ — ୪. The age or lifetime of Brahmā.