Jump to content

ପରମାଣିକା

ଉଇକିଅଭିଧାନ‌ରୁ

ପରମାଣିକା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଜଗନ୍ନାଥ ଆଦି ଦେବତାଙ୍କୁ କୌଣସି ବିଶେଷ ଖଟଣି ଲଗାଇବା ପାଇଁ ଯାତ୍ରୀ ଦେବା ଫିସ୍ —The fees paid by pilgrims for offering special bhog to a Deity.