Jump to content

ପରମାନ୍ନ

ଉଇକିଅଭିଧାନ‌ରୁ

ପରମାନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପରମ+ଅନ୍ନ=ଖାଦ୍ୟ)

[ସମ୍ପାଦନା]

(ଦୈବ ଓ ପିତୃକାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ) କ୍ଷୀରୀ; ପାୟସାନ୍ନ; ଦୁଗ୍ଧ ଓ ଶର୍କରାଦ୍ୱାରା ପକ୍ୱ ଅନ୍ନ — A kind of rice-gruel; rice boiled with milk and sugar (lit. best food).