Jump to content

ପରସ୍ତ

ଉଇକିଅଭିଧାନ‌ରୁ

ପରସ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରସ୍ଥ=ବିସ୍ତାର; ସଂପର୍କ; ସଂସ୍କୃତ - ପ୍ରସ୍ତର=ପତ୍ର ଶଯ୍ୟା)

[ସମ୍ପାଦନା]
୧. ପ୍ରସ୍ତ; ସ୍ତର —୧. Layer.
୨. ବାର; ଥର —୨. Time.
୩. ଭାଙ୍ଗ —୩. Fold; plait.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଖଞ୍ଜା; ଅଗଣା୩ — Courtyard.