Jump to content

ପରସ୍ପର

ଉଇକିଅଭିଧାନ‌ରୁ

ପରସ୍ପର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ପର+ପର; ନିପାତନ)

[ସମ୍ପାଦନା]

ଅନ୍ୟୋନ୍ୟ; ଇତରେ ତର — Mutual; reciprocal.

ସଂସ୍କୃତ - କ୍ରିବିଶେଷଣ -

[ସମ୍ପାଦନା]
୧. ଅନ୍ୟୋନ୍ୟରେ; ଜଣେ ଅନ୍ୟ ଜଣଙ୍କୁ ଏହିପରି ଭାବରେ; ଜେଝା —୧. Mutually.
୨. ଆପଣା ଆପଣା ମଧ୍ୟରେ; ଆପୋସିରେ — ୨. Amicably.
୩. ଯଥାକ୍ରମେ; କ୍ରମାନୁସାରେ —୩. Respectively.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୃଗବିଶେଷ —A kind of deer.
୨. ପ୍ରପୌତ୍ରର ପୁତ୍ର —୨. Great great grand son.
୩. ବଂଶ —୩. Race; progeny.

ସଂସ୍କୃତ - ସର୍ବନାମ

[ସମ୍ପାଦନା]

ଅନ୍ୟୋନ୍ୟ —Each other; one another.