ପରସ୍ମୈପଦ

ଉଇକିଅଭିଧାନ‌ରୁ

ପରସ୍ମୈପଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଆତ୍ମନେପଦ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ପରସ୍ମୈ= ପର ଶବ୍ଦର ଚତୁର୍ଥୀ ବିଭକ୍ତି ୧ ବଚନ; ଅନ୍ୟନୀମିତ୍ତ; +ପଦ= ତି, ତସ୍ ଓ ଅନ୍ତି ଆଦି ଚିହ୍ନ (ସଂସ୍କ୍ରୃତ ଧାତୁର ବିଭକ୍ତିବିଶେଷ)[ସମ୍ପାଦନା]

କର୍ତ୍ତୃ ବାଚ୍ୟରେ ପ୍ରଯୁଯ୍ୟ କ୍ରିୟାର ବିଭକ୍ତି; କର୍ତ୍ତୃବାଚ୍ୟର କ୍ରିୟାରୁପ — The form of a Sanscrit verb i nthe active voice when of the action denoted is performed for the benefit of another; the active voice of verbs.

(ଯଥା—ସେ କରୁଛି= ସଃ କରୋତି (ପଇସ୍ମୈପଦ=ସେ ପର— ପାଇଁ କରୁଅଛି) —Active voice.

ତାହାଦ୍ୱାରା କରାଯାଉଅଛି—ସଃ କୁରୁତେ—ସେ ନିଜ ପାଇଁ କରୁଅଛି (ଆତ୍ମନେପଦ) —Passive voice.]