Jump to content

ପରା

ଉଇକିଅଭିଧାନ‌ରୁ

ପରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ଅ—(ଉପସର୍ଗ) (ପୃ ଧାତୁ=ପୂରଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

ନିମ୍ନଲିଖିତ ଅର୍ଥରେ ବ୍ୟବହୃତ ଉପସର୍ଗ —A prefix used in the folling senses.

୧. ପ୍ରାଧାନ୍ୟ —୧. Preeminence.
୨. ସର୍ବତୋଭାବ —୨. In all ways; in every way.

(ଯଥା—ପରାକ୍ରମ)

୩. ଅତିକ୍ରମ —୩. Passing over; surpassing.
୪. ଅତ୍ୟନ୍ତ; ବିଶେଷ ଭାବରେ —୪. Excessively.

(ଯଥା—ପରାମର୍ଶ)

୫. ଗମନ —୫. Going.

(ଯଥା—ପରାଗତ)

୬. ଶେଷ, ଅନ୍ତିମ —୬. Final.

(ଯଥା—ପରାକାଷ୍ଠା)

୭. ବଧ —୭. Killing.

(ଯଥା—ପରାହତ)

୮. ଦୂରକୁ —୮. Far; to a distance.
୯. କ୍ଷତି —୯. Loss.
୧. ଆଭିମୁଖ୍ୟ —୧୦. Situation in front.
୧୧. ପ୍ରାତିଲୋମ୍ୟ —୧୧. Inversion; against the grain.
୧୨. ସହିତ —୧୨. With.

(ଯଥା—ପରାଗ)

୧୩. ବିକ୍ରମ —୧୩. Power; might.
୧୪. ତିରସ୍କାର —୧୪. Rebuke.
୧୫. ଲେଉଟିବା —୧୫. Returning.

(ଯଥା—ପରାବୃତ୍ତ)

୧୬. ପ୍ରାତିକୂଲ୍ୟ —୧୬. Opposition.

(ଯଥା—ପରାଜୟ)

୧୭. ବିପରୀତ —୧୭. Opposite.

(ଯଥା—ପରାଜୟ)

୧୮. ଅନାଦର; ଅବଜ୍ଞା; ଅବହେଳା — ୧୮. slighting; disregard.

(ଯଥା—ପରକରଣ)

୧୯. ପୁନରାୟ —୧୯. Again.
୨. ଭଙ୍ଗ —୨୦. Breaking.
୨୧. ପଛଆଡକୁ —୨୧. Backwards.

(ଯଥା—ପରାପତିତ)

୨୨. ଊର୍ଦ୍ଧ୍ୱକୁ —୨୨. Upwards.

(ଯଥା—ପରାବହ)

୨୩. ନିନ୍ଦିତ —୨୩. Blameworthy.

(ଯଥା—ପରାଭବ)

୨୪. ମୁକ୍ତି —୨୪. Liberation.

(ଯଥା—ପରାକୃତ)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ପର+ସ୍ତ୍ରୀ. ଆ)[ସମ୍ପାଦନା]

୧. ପରର ସ୍ତ୍ରୀ ଲିଙ୍ଗ — ୧. Feminine of Para.
୨. ଉତ୍କୃଷ୍ଟା; ପରମା —୨. Excellent.
୩. ପ୍ରଧାନା; ମୁଖ୍ୟା —୩. Chief; principal.
୪. ବ୍ରହ୍ମଜ୍ଞାନ ପ୍ରତିପାଦିକ — ୪. Demonstrating spiritual knowledge.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ନାଭୀମୂଳଠାରୁ ପ୍ରଥମେ ଜାତ ନାଦ ସ୍ୱରୂପ ବର୍ଣ୍ଣ —୧. The element of the letter when it emenates first from inside the roof of the nevel.
୨. ବେଦାନ୍ତ; ଉପନିଷେଦ —୨. Bedānta philosophy.

ଦେଶଜ - ଅ (ସଂସ୍କୃତ - ପ୍ରାୟ)[ସମ୍ପାଦନା]

୧. (ସଂଶୟାର୍ଥକ; ପ୍ରଶ୍ନାର୍ଥକ)—ଟି? — ୧. (Interrogetive or denoting doubt) Is it so? will you?

ଯିବୁ ପରା ପରଣ ସଂଗନୀ ଉଠିଆରେ ସଙ୍ଗୀତ

୨. (ଅନୁରୋଧାର୍ଥକ ବାକ୍ୟ ଶେଷରେ ବ୍ୟବହୃତ)—ଭଲା — ୨. (denoting request) Please; wont you?

ଠାଶାଠୁଙ୍କି ତାପତ୍ରାସ ମୁଣ୍ଡେ ମନମଥ ଦାଶ, ବନ୍ଧନ କରି ତୁ ପରା ମୋଚିତରେ କବିସୁର୍ଯ୍ୟ କିଶୋରୀଚମ୍ପୂ ଠ ଗୀତ


୩. ବାକ୍ୟ ଶେଷରେ; ଦୃଢ଼ାର୍ଥ ପ୍ରକାଶକ)—ତ — ୩. (used in emphasis at the end of a sentence) Certainly; too.

(ଯଥା—ମୁଁ ଜାଣେ ପରା; ଏ ଲୋକ ମୋତେ ଅଧବାଟରେ ଦଗା ଦେବ)

ଅନୁବାଦ[ସମ୍ପାଦନା]

୪. ପରାଏ; ପ୍ରାୟ; ସମାନ; ପରି —୪. Like.

ମୋହୋପରା ଲୋକ ପାଳଇ ଆସିଲଇଁ କୃଷ୍ଣସିଂହ. ମହାଭାରତ ବିରାଟ

[ ଦ୍ର—ଏହା ଚତୁର୍ଥ ଅର୍ଥରେ ଯେଉଁ ଶବ୍ଦ ପରେ ଲାଗେ ସେ ଶବ୍ଦର ୬ ଷ୍ଠୀ ବିଭକ୍ତି ହୁଏ ଯଥା ତା ପରା ଲୋକ]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ଶୂଦ୍ରଙ୍କ ବ୍ୟବହୃତ) (ସଂସ୍କୃତ - ପାତନ)[ସମ୍ପାଦନା]

୧. ଫଳଆଦି ଗଛରୁ ତୋଳା ହେବା —୧. The plucking of fruits from trees.

(ଯଥା—ଆମ୍ୱପରା, ନଡ଼ିଆ ପରା)

୨. ପାରିବା, ଭୂମିରେ ପକାଇବା ୨. Felling (of a person) on the ground.

(ଯଥା—ଧରା ପରା ଲଗାଇବା, ପରାପରି ଲଗାଇବା)

୩. ଭୂମିରେ ବିଛା ହେବା — ୩. Being laid or spread on the ground.

(ଯଥା—ଶେଯ ପରା)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରକାର)[ସମ୍ପାଦନା]

୧. ପରି; ପ୍ରକାର; ସଦୃଶ — ୧. Similar; alike.

(ଯଥା—ତାରପରା ସୁନ୍ଦର ମୁଁହକୁ ବସନ୍ତ ଦାଗ ଖରାପ କରିଦେଲା)

ଅନୁବାଦ[ସମ୍ପାଦନା]

୨. ତୋଳା ହୋଇଥିବା (ଫଳ) — ୨. Plucked. (fruit)

ଅନୁବାଦ[ସମ୍ପାଦନା]

୩. ଭୂମିରେ ବିଛା ହୋଇଥିବା (ବିଛଣା) — ୩. (bed) Spread on the ground.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ପଡ଼ା; ସାଇ — A quarter of the town or village.

କାଁଚି କାଁଚି କାଁଚି, ଆମରି ପୁରାକୁ ନ ଯିବୁ ନାଚି ପୁଣ୍ଡା ତଳେ ଦେବି ଖାଁଚି ଦୋଳି ଗୀତ