Jump to content

ପରାଣୀ

ଉଇକିଅଭିଧାନ‌ରୁ

ପରାଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ପ୍ରାଣୀ)[ସମ୍ପାଦନା]

୧. ପ୍ରାଣୀ; ଜୀବ; ଜନ୍ତୁ — ୧. Animal living being.
୨. ବ୍ୟକ୍ତି; ଜନ —୨. Person.

ପିତା ଚରଣେ ପଡ଼ି ତିନି ପରାଣୀ, ମାତାମାନଙ୍କ ମାନ୍ୟ କରିଣ ସେ, ବେଗେ ହେଲେ ମେଲାଣି ବିଶ୍ୱନାଥ, ବିଚିତ୍ରରାମାୟଣ

୩. ପ୍ରାଣବନ୍ଧୁ, ପ୍ରାଣକୃଷ୍ଣ, ପ୍ରାଣନାଥ ଆଦିଙ୍କ ଡାକ ନାମ — ୩. Name for calling persons named Prāṇabandhu, Prāṇ aṛushṇa and Prāṇanātha.