Jump to content

ପରାଭବୀ

ଉଇକିଅଭିଧାନ‌ରୁ

ପରାଭବୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପରା+ଭୂ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ପରାଭବକାରୀ; କଷ୍ଟଦାୟକା — Troublesome; harassing.

ଜରାସନ୍ଧ ପରା ପରାଭବୀ କାମ ନାଗରା ଠୁଙ୍କଇ ରହି ରହି ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ

(ପରାଭବିନୀ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପରାସ୍ତ; ପରାଭୂତ — ୧. Defeated; overthrown.

ବହି ଚେତା କହି ଗ୍ରାମ ଦେବୀ, ମୁହିଁ ତୋରେ ହେଲି ପରାଭବୀ ଯେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ

୨. ଦୁଃଖୀ ଭାଗୀ —୨. Beset with trouble.

ଦେଖ ମୁଁ ବିଷ୍ଣୁ ପାଦ୍ ସେକି, କୁପୁଟେ ହେଲି ପରାଭବୀ ଜଗନ୍ନାଥ. ଭାଗବତ