ପରାୟ
ଦେଖଣା
ପରାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ—(ସଂସ୍କୃତ - ପ୍ରାୟ)
[ସମ୍ପାଦନା]- ୧. ପ୍ରାୟ; ପରାଏ; ପ୍ରାୟେ; ତୁଲ୍ୟ — ୧. Like; similar to.
ଡୋଳା ପ୍ରତିମାକୁ ପରାୟେ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାତି— କବିସୂର୍ଯ୍ୟ, କିଶୋରୀ ଚମ୍ପୁ ତ ଗୀତ
- ୨. ପ୍ରକାରେ; ଅନୁସାରେ —୨. According to.
ଗଣି ଆସି କହିଲେ କହିବା ପରାୟେ—କୃଷ୍ଣସିଂହ, ମହାଭାରତ ବନ
ପରାୟେ, ପରାୟେକଅନ୍ୟରୂପ
ଦେଶଜ - ବିଶେଷଣ -
[ସମ୍ପାଦନା]ତୁଲ୍ୟ; ସମ —Similar.
ଚିତ୍ରକାରର ଘଟ ପରାୟେ ପ୍ରତ୍ୟକ୍ଷେ ଦିଶେ, ଦୀନକୃଷ୍ଣ. ରସକଲ୍ଲୋଳ