Jump to content

ପରିଚିତ

ଉଇକିଅଭିଧାନ‌ରୁ

ପରିଚିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପରିଚିତା—ସ୍ତ୍ରୀ) 

(ପରିଚିତ—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ—(ପରି+ ଚି ଧାତୁ=ଏକତ୍ର କରିବା+ କର୍ମ. ତ)[ସମ୍ପାଦନା]

୧. ଜ୍ଞାତ —୧. Known.
୨. ଚିହ୍ନିତ —୨. Recognised.
୩. ଜଣା ଶୁଣା, ଯାହା ସଙ୍ଗେ ଆଳାପାଦି ଅଛି — ୩. Acquainted; well known.
୪. ଗଦା କରା ଯାଇ ଥିବା —୪. Heaped up; collected.