Jump to content

ପରିଚ୍ଛେଦ

ଉଇକିଅଭିଧାନ‌ରୁ

ପରିଚ୍ଛେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପରି+ ଛିଦ୍ ଧାତୁ= ଛେଦନ କରିବା+ କର୍ମ. ଅ)[ସମ୍ପାଦନା]

୧. ବିଚ୍ଛେଦ —୧. Separation.
୨. ଅଂଶ; ଭାଗ —୨. Part; portion.
୩. ସୀମା —୨. Limit; boundary.
୪. ଶେଷ; ସମାପ୍ତି —୪. End; finish.
୫. ଗ୍ରନ୍ଥର ଭିନ୍ନ ଭିନ୍ନ ବିଷୟ ବିଭାଗ; ଅଧ୍ୟାୟ — ୫. Chapter of a book; section of a work.
୬. ନିଶ୍ଚୟ —୬. Certainly.
୭. (ପରି+ ଛିଦ୍ ଧାତୁ+ ଭାବ. ଅ)— ଅବଧାରଣ; ନିର୍ଣ୍ଣୟ — ୭. Ascertainment.
୮. ଭେଦ ଜ୍ଞାନ —୮. Discrimination.
୯. ସମ୍ପୂର୍ଣ୍ଣ ବିନାଶ —୮. Destruction; ruin.

ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଛେଦ, କାମ କାଣ୍ଡରେ ହେଲେ ପରିଚ୍ଛେଦ ତାହାକୁ କହିବା, କପାଳରେ ସନା କର ଡାଡ଼ିବା କବିସର୍ଯ୍ୟ—ସଙ୍ଗୀତ

୧. କାଟି କରି ବିଭକ୍ତ କରିବା —୧୦. Servering.
୧୧. ବିଭାଗ; ବଣ୍ଟନ —୧୧. Partition; division.
୧୨. ସଂକଳ୍ପ —୧୨. Resolution.
୧୩. ପ୍ରକୃତ ସଂଜ୍ଞା —୧୩. Accurate definition (M.W.)
୧୪. ପ୍ରତୀକାରଣ — ୧୪. Remedying, obviating. (M.W.)