ପରିତ୍ୟଜନ
ଦେଖଣା
ପରିତ୍ୟଜନ
ଉଚ୍ଚାରଣ
[ସମ୍ପାଦନା](ପରିତ୍ୟାଜନ—ଅନ୍ୟରୂପ—ହିନ୍ଦୀ - ଶ.)
=== ସଂସ୍କୃତ - ବିଶେଷ୍ୟ - (ପରି+ତ୍ୟଜ୍ ଧାତୁ=ତ୍ୟାଗ କରିବା+ଭାବଅନ)
- ୧. ବର୍ଜନ; ପରିତ୍ୟାଗ — ୧. Abandonment.
- ୨. ସଙ୍ଗ ତ୍ୟାଗ —୨. Shunning one's society.
- ୩. ଅଭ୍ୟାସାଦିର ତ୍ୟାଗ —୩. Giving up of a habit.