ପରିଭାଷା
ଦେଖଣା
ପରିଭାଷା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ପରି=ବ୍ୟାପ୍ତ+ ଭାଷା= କଥନ)
[ସମ୍ପାଦନା]- ୧. ବିଶେଷାର୍ଥ— ବୋଧକ ସଙ୍କେତ —୧. Sign indicating special meaning.
- ୨. ବିଜ୍ଞାନ ଆଦିରେ ପ୍ରଚଳିତ ସଂଜ୍ଞାବିଶେଷ — ୨. Technical term.
- ୩. ପରିଷ୍କୃତ ବା ସ୍ପଷ୍ଟଭାଷଣ — ୩. Clear expression; lucid speech.
- ୪. ବିଶିଷ୍ଟ ପଦମାନଙ୍କ ଅର୍ଥ — ୪. Meaning of tecnical words.
- ୫. ବିଶିଷ୍ଟ ପଦମାନଙ୍କର ତାଲିକା —୫. A list of technical words; tecnology.
- ୬. ନିନ୍ଦା (ହିନ୍ଦୀ - ଶ.) —୬. Blame.
- ୭. ଭର୍ତ୍ସନା —୭. Censure; reproof (M.W.).