ପରିଭାଷା

ଉଇକିଅଭିଧାନ‌ରୁ

ପରିଭାଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ପରି=ବ୍ୟାପ୍ତ+ ଭାଷା= କଥନ)[ସମ୍ପାଦନା]

୧. ବିଶେଷାର୍ଥ— ବୋଧକ ସଙ୍କେତ —୧. Sign indicating special meaning.
୨. ବିଜ୍ଞାନ ଆଦିରେ ପ୍ରଚଳିତ ସଂଜ୍ଞାବିଶେଷ — ୨. Technical term.
୩. ପରିଷ୍କୃତ ବା ସ୍ପଷ୍ଟଭାଷଣ — ୩. Clear expression; lucid speech.
୪. ବିଶିଷ୍ଟ ପଦମାନଙ୍କ ଅର୍ଥ — ୪. Meaning of tecnical words.
୫. ବିଶିଷ୍ଟ ପଦମାନଙ୍କର ତାଲିକା —୫. A list of technical words; tecnology.
୬. ନିନ୍ଦା (ହିନ୍ଦୀ - ଶ.) —୬. Blame.
୭. ଭର୍ତ୍ସନା —୭. Censure; reproof (M.W.).